SEMrush

Saturday, 16 December 2023

How to apply bore well in odisha | Odia Informer

ଓଡିଶା ଉଠା ଜଳସେଚନ ନିଗମ (ଓଡିଶା ସରକାରଙ୍କ ଏକ ସଂସ୍ଥା) ଏକ ୧୭/୨, ନୂଆପଲ୍ଲୀ, ଭୁବନେଶ୍ୱର ଡିପ୍ ବୋରୱେଲ(ବିଦ୍ୟୁତ ଚାଳିତ / ସୌର ଚାଳିତ) ନିମନ୍ତେ ଦରଖାସ୍ତ ଆହ୍ବାନ।

How to apply bore well in odisha


ବିଜୁ କୃଷକ ବିକାଶ ଯୋଜନା - ଡିପ୍ ବୋରୱେଲ ସେଚ କାର୍ଯ୍ୟକ୍ରମରେ ବିଦ୍ୟୁତ ସଂଯୋଗ / ସୌର ଶକ୍ତି ପମ୍ପ ଜରିଆରେ ଗଭୀର ନଳକୂପ ପ୍ରକଳ୍ପ ବ୍ୟକ୍ତିଗତ ମାଲିକାନା ଭିତ୍ତିରେ ସ୍ଥାପନ କରିବା ପାଇଁ ଦରଖାସ୍ତ ଆହ୍ବାନ କରାଯାଉଅଛି । ପ୍ରସ୍ତାବିତ ପ୍ରକଳ୍ପର ଆୟକଟ ଭିତରେ ଜଣେ ଆବେଦନକାରୀଙ୍କର ଅନ୍ୟୁନ ୧.୦ ଏକର ଜମି ଥିବା ଆବଶ୍ୟକ ଓ ପ୍ରତ୍ୟେକ ବୋରୱେଲ ପ୍ରକଳ୍ପ ମଧ୍ୟରେ ଅନ୍ୟୁନ ୨୦୦ ମିଟର ଦୂରତା ରହିବା ଆବଶ୍ୟକ । ପ୍ରକଳ୍ପ ସ୍ଥାପନ ନିମନ୍ତେ ଦରଖାସ୍ତ ଓ ଅନ୍ୟାନ୍ୟ ତଥ୍ୟ website: https://odishalift.com ରେ ଉପଲବ୍ଧ।

କ) ବିଦ୍ୟୁତ ଚାଳିତ ଗଭୀର ନଳକୂପ ନିମନ୍ତେ ନିୟମାବଳୀ (Grid Conventional):

• ଏହି ବିଦ୍ୟୁତ ଚାଳିତ ଗଭୀର ନଳକୂପ ନିମନ୍ତେ ଅନ୍ୟୁନ ୪ ଜଣ ହିତାଧ୍ୟାକାରୀ ଗୋଟିଏ cluster ମଧ୍ଯରେ ରହିବା ଆବଶ୍ୟକ।

• ପ୍ରସ୍ତାବିତ ପ୍ରତ୍ୟେକ cluster ନିମନ୍ତେ dedicated Sub-station |

ସ୍ଥାପନ କରାଯାଇ ବିଦ୍ୟୁତ ସଂଯୋଗ କରାଯିବ।

ଖ) ସୌର ଚାଳିତ ଗଭୀର ନଳକୂପ ନିମନ୍ତେ ନିୟମାବଳୀ (Solar

Pumping system);

• ପ୍ରସ୍ତାବିତ ଗଭୀର ନଳକୂପ ପ୍ରକଳ୍ପ ଅଗମ୍ୟ ଅଞ୍ଚଳରେ ସ୍ଥାପନ କରାଯିବ । ଯେଉଁ ସ୍ଥାନରେ ବିଦ୍ୟୁତ ସରବରାହ 11/0.4 KV lineର ସୁବିଧା ନ ଅବ କିମ୍ବା ୩୦୦ ମିଟର ଠାରୁ ଦୂରତା ଅଧିକ ଥିବ।

• ସୌର ଚାଳିତ ଗଭୀର ନଳକୂପ ପ୍ରକଳ୍ପ ବାତ୍ୟା ପ୍ରଭାବିତ ଅଞ୍ଚଳ

•Cluster ଗଭୀର ନଳକୂପ ନିମନ୍ତେ ବିଦ୍ୟୁତ ସରବରାହ 11/0.4 KV line | (Cyclone prone area) କୁ ବାଦ୍ ଦିଆଯାଇଛି । ସଂଯୋଗର ଦୂରତା ଅତି ବେଶୀରେ ୩୦୦ ମିଟର ମଧ୍ୟରେ ରହିବା ଆବଶ୍ୟକ।

* ଏହି ଯୋଜନା ନିମ୍ନରେ ପ୍ରଦତ୍ତ ୨୫ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ।

* ଏହି ଯୋଜନା ନିମ୍ନରେ ପ୍ରଦତ୍ତ ୨୦ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ।

ଚଳିତ ବର୍ଷ ପାଇଁ ରାଜ୍ୟର ନିମ୍ନଲିଖତ ଜିଲ୍ଲାମାନଙ୍କରେ ଆବେଦନ ପତ୍ର online ମାଧ୍ୟମରେ ଆହ୍ବାନ କରାଯାଉଅଛି। ଇଚ୍ଛୁକ ଚାଷୀ ମାନେ ଏହି ଯୋଜନାରେ ସାମିଲ ହେବାପାଇଁ ଉଠାଜଳସେଚନ ନିଗମର website: https://odishalift.com ରେ ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ତା. ୦୪,୧୨,୨୦୨୩ ରିଖ ଠାରୁ ତା. ୧୬.୧୨.୨୦୨୩ ରିଖ ମଧ୍ଯରେ ଆବେଦନ କରିପାରିବେ। ଏହି ଦରଖାସ୍ତ ନିକଟସ୍ଥ ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ ହୋଇପାରିବ ।

ଏହି ପ୍ରକଳ୍ପ ସ୍ଥାପନ ନିମନ୍ତେ ହିତାଧିକାରୀ ତାଙ୍କର ଅଂଶଧନ (Beneficiary share) ବାବଦକୁ ଏକକାଳୀନ ଟ.୨୦,୦୦୦/-ଙ୍କା (ସାଧାରଣ ବର୍ଗ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ) ଓ ଟ.୧୦,୦୦୦/-ଙ୍କା (ବି.ପି.ଏଲ ତାଲିକାଭୁକ୍ତ SC/ST ଚାଷୀଙ୍କପାଇଁ ଉଦ୍ଦିଷ୍ଟ ) ନିଜ ଜିଲ୍ଲାରେ ଅବସ୍ଥିତ Union Bank of India ର ନିର୍ବାଚିତ ଶାଖାରେ ତା, ୦୪ .୧୨ .୨୦୨୩ ରିଖ ଠାରୁ ତା. ୧୬.୧୨.୨୦୨୩ ରିଖ ପର୍ଯ୍ୟନ୍ତ ପଇଠ କରିପାରିବେ । ଏହି ଯୋଜନାରେ ପର୍ଯ୍ୟାପ୍ତ ରିହାତି ବ୍ୟବସ୍ଥାଥ‌ିବାରୁ ଚାଷୀମାନେ ଏହାର ସୁଯୋଗ ନେବାକୁ ଆହ୍ଵାନ କରାଯାଉଅଛି ।

ଯେଉଁ ଜିଲ୍ଲା /ବ୍ଲକ ମାନଙ୍କରେ ଡିପ୍ ବୋରୱେଲ ପ୍ରକଳ୍ପ ସ୍ଥାପନ ଅନୁପଯୁକ୍ତ କିମ୍ବା ଯେଉଁଠାରେ ପର୍ଯାପ୍ତ ପରିମାଣରେ ଡିପ୍ ବୋରୱେଲ ଖନନକାର୍ଯ୍ୟ ଚାଲୁରହିଛି ବର୍ତ୍ତମାନ ପାଇଁ ସେହି ଜିଲ୍ଲା/ବ୍ଲକ ମାନଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି ।

ସୌର ଚାଳିତ ଗଭୀର ନଳକୂପ ପ୍ରକଳ୍ପ କାର୍ଯ୍ୟକାରୀ ହେବା ବ୍ଲକର ନାମ

ବିଦ୍ୟୁତ ଚାଳିତ ଗଭୀର ନଳକୂପ ପ୍ରକଳ୍ପ

କ୍ରମିକ

ଜିଲ୍ଲାର ନାମ

କାର୍ଯ୍ୟକାରୀ ହେବା ବ୍ଲକର ନାମ

କ୍ରମିକ

ଜିଲ୍ଲାର ନାମ

ସଂଖ୍ୟା

*141

ଅନୁଗୁଳ

ତାଳଚେର ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ

ଅନୁଗୁଳ

ବାଲେଶ୍ବର

ନୀଳଗିରି ଓ ଓଉପଦ

9

ଢେଙ୍କାନାଳ

ତାଳଚେର ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ ସମସ୍ତ ବ୍ଲକ

ଖୋର୍ଦ୍ଧା

ବାଣପୁର, ବେଗୁନିଆ, ଚିଲିକା, ଜଟଣୀ, ଖୋର୍ଦ୍ଧା ଓ ଟାଙ୍ଗୀ

କଳାହାଣ୍ଡି

ସମସ୍ତ ବ୍ଲକ

ଢେଙ୍କାନାଳ

ସମସ୍ତ ବ୍ଲକ

କୋରାପୁଟ

ସମସ୍ତ ବ୍ଳକ

8

ଯାଜପୁର

ବଡଚଣ।, ଦାନଗଦି, ଓ ସୁକିନ୍ଦା

8

ନବରଙ୍ଗପୁର

ସମସ୍ତ ବ୍ଲକ

କଳାହାଣ୍ଡି

ସମସ୍ତ ବ୍ଲକ

କେଉଁଝର

ସମସ୍ତ ବ୍ଲକ

କୋରାପୁଟ

ସମସ୍ତ ବ୍ଲକ

ରାୟଗଡା

ସମସ୍ତ ବ୍ଲକ

J

ନବରଙ୍ଗପୁର

ସମସ୍ତ ବ୍ଲକ

ଗଜପତି

ସମସ୍ତ ବ୍ଲକ

୧୦

ନୟାଗଡ଼ କେଉଁଝର

ନୟାଗଡ଼ ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ

ବୌଦ୍ଧ

ସମସ୍ତ ବ୍ଲକ

ସମସ୍ତ ବ୍ଲକ

୧୦

ଦେଓଗଡ

ସମସ୍ତ ବ୍ଲକ

୧୧ ରାୟଗଡା

ସମସ୍ତ ବ୍ଲକ

୧୧

ଝାରସୁଗୁଡା

ସମସ୍ତ ବ୍ଲକ

୧୨

ดยเค

ଗଞ୍ଜାମ ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ

୧୨

ବରଗଡ଼

ସମସ୍ତ ବଳ

୧୩

ଗଜପତି

ସମସ୍ତ ବ୍ଲକ

୧୩

ବଲାଙ୍ଗିର

ସମସ୍ତ ବ୍ଲକ

୧୪

ବୌଦ୍ଧ

ସମସ୍ତ ବ୍ଲକ

୧୪

କନ୍ଧମାଳ

ସମସ୍ତ ବ୍ଲକ

୧୫

ଦେଓଗଡ଼

ସମସ୍ତ ବ୍ଲକ

୧୫ ମାଲକାନଗିରି

ସମସ୍ତ ବ୍ଲକ

ଝାରସୁଗୁଡା

ସମସ୍ତ ବ୍ଲକ

୧୬

ମୟୂରଭଞ୍ଜ

୧୬

କଟକ

ଆଠଗଡ, ବଡମ୍ବା, ନରସିଂହପୁର ବାଙ୍କି,

୧୭

ନୂଆପଡା

ବଡସାହି, ବାରିପଦା, ବେତନଟି, କୁଳିଅଣା, ମୋରଡ଼ା, ରସଗୋବିନ୍ଦପୁର, ଶୁଳିଆପଦା ଓ ଓ ଗୋପବନ୍ଧୁନଗର ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ ନୂଆପଡା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ

୧୭

ବାଙ୍କି-ଡ଼ମପଡା, ଓ ତିଗିରିଆ

୧୮

ବଲାଙ୍ଗିର

ସମସ୍ତ ବ୍ଲକ

୧୮

ସମ୍ବଲପୁର

୧୯

କନ୍ଧମାଳ

ସମସ୍ତ ବ୍ଲକ

୧୯

ସୁବର୍ଣ୍ଣପୁର

ସମସ୍ତ ବ୍ଲକ ସମସ୍ତ ବ୍ଲକ

90

ମାଲକାନଗିରି

। ସମସ୍ତ ବ୍ଲକ

90

ସୁନ୍ଦରଗତ

ସମସ୍ତ ବ୍ଲକ

ମୟୂରଭଞ୍ଜ

ବଡସାହି, ବାରିପଦା, ବେତନଟି, କୁଳିଅଣା, ମୋରଡ଼ା,

୨୧

ରସଗୋବିନ୍ଦପୁର, ଶୂଳିଆପଦା ଓ ଗୋପବନ୍ଧୁନଗର

ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ

99

ନୂଆପଡା

ନୂଆପଡା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ

१४

୨୩ ସମ୍ବଲପୁର ସୁବର୍ଣ୍ଣପୁର

ସମସ୍ତ ବ୍ଲକ

ସମସ୍ତ ବ୍ଲକ

98 ସୁନ୍ଦରଗଡ

ସମସ୍ତ ବ୍ଲକ

ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ଓ ନିୟମାବଳୀ ବିଷୟରେ ନିକଟସ୍ଥ ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଅବଗତ ହେବାକୁ ଚାଷୀମାନଙ୍କୁ ଅନୁରୋଧ

କରାଯାଉଅଛି ।

ପରିଚାଳନା ନିର୍ଦ୍ଦେଶକ

Odisha's Deep Borewell Scheme

In a bid to address the persistent water scarcity issues in Odisha, the state government has embarked on a transformative journey with the implementation of the Deep Borewell Scheme. This ambitious initiative aims to harness the potential hidden beneath the earth's surface to ensure a sustainable and reliable water supply for the people of Odisha.

The Need for Deep Borewells

Odisha, like many other regions in India, faces water challenges due to erratic rainfall patterns and depleting groundwater levels. The Deep Borewell Scheme seeks to counteract these issues by tapping into deeper aquifers and exploring untapped water resources that were previously beyond reach.


Key Objectives of the Scheme

1. Access to Deeper Aquifers:

By drilling deep borewells, the scheme aims to access groundwater from lower depths, where water availability tends to be more consistent.


2. Mitigating Water Scarcity

The primary goal is to alleviate water scarcity in both rural and urban areas, ensuring a more reliable water supply throughout the year.


3. Agricultural Impact

The scheme also has a significant focus on supporting agriculture by providing farmers with a dependable water source for irrigation, thereby enhancing crop productivity.


Implementation and Execution

The implementation of the Deep Borewell Scheme involves a meticulous process. The government collaborates with drilling experts and utilizes advanced technology to identify suitable locations for borewells. These locations are selected based on geological surveys, hydrological studies, and the analysis of groundwater potential.


Community Involvement:

The success of the scheme is closely tied to community involvement. Local communities are actively engaged in the decision-making process, ensuring that the borewells are strategically placed to benefit the maximum number of people. Additionally, awareness campaigns are conducted to educate the public about water conservation and sustainable usage practices.


Challenges and Solutions:

While the Deep Borewell Scheme holds immense promise, it is not without its challenges. Over-extraction of groundwater, environmental impacts, and the need for sustainable management are concerns that require careful consideration. To address these issues, the government incorporates measures such as regular monitoring of groundwater levels, promoting water-efficient technologies, and enforcing regulations to prevent over-exploitation.


Impact on Livelihoods:

The positive impact of the Deep Borewell Scheme extends beyond meeting basic water needs. Improved water availability has a direct correlation with enhanced livelihoods, particularly in the agricultural sector. Farmers can diversify crops, increase yields, and contribute to the overall economic development of the region.

Odisha's Deep Borewell Scheme is a testament to the state's commitment to addressing water scarcity issues comprehensively. By tapping into deeper aquifers, the scheme not only ensures a more sustainable water supply but also fosters agricultural growth and improves overall community resilience. As the project unfolds, it stands as a beacon of hope for regions grappling with water challenges, showcasing the transformative power of strategic water resource management.


#odiainformer #borewell

ହେଲା ଫ୍ରେଣ୍ଡ୍ ସ୍ବାଗତ କରୁଛି ଓଡ଼ିଆ ଇନ୍ଫୋର୍ମର YouTube Channel ରେ ଏହି ଭିଡିଓ ରେ ମୁ ଆପଣକୁ ଜନେବାକୁ ଚେଷ୍ଟା କରି ଚି କି କିପରି ଭାବରେ ଆପଣ ବୋର ୱାଲ (How to online apply deep borewell odisha) ପାଇଁ ଆବେଦନ କରି ପାରିବେ। ଯଦି ଭିଡିଓ ରେ କିଛିବି ଦାଉତ୍ ଥିଲେ କମେଣ୍ଟ ବକ୍ସ ରେ ଜାଣନ୍ତୁ ଓ ଚାନେଲ କୁ SUBSCRIBE କରିଦିଅନ୍ତୁ। ଧନ୍ୟବାଦ୍ ଡାଉନଲୋଡ୍ PDF:

How to apply bore well in odisha

👉 Website: https://bit.ly/452Xuha Facebook: https://www.facebook.com/OdiaInformer/ Instagram: https://www.instagram.com/mr.tapaspradhan/ Youtube:https://www.youtube.com/channel/UCklHV3KtDwSmP32n1KMBX5Q How to apply deep borewell How to apply new deep borewell 2023-24 Odisha lift irrigation online apply 2023 deep borewell deep borewell online deep borewell online 2023 odisha deep borewell online odisha lift irrigation odisha lift irrigation recruitment odisha lift irrigation recruitment 2023 olic recruitment 2023 olic recruitment 2023 apply online olic recruitment 2023 odisha Borewell online apply 2023 odisha Deep borewell odisha online apply 2023-24 How to online apply deep borewell odisha Odisha lift irrigation online apply 2023 deep borewell online deep borewell online 2023 how to apply deep borewell olic recruitment 2023 apply online Odia Informer

No comments:

Post a Comment

Adbox